Thursday 28 March 2019

// // Leave a Comment

odia motivational shayari||odia motivational shayari image||motivational shayari in odia 2019

odia shayri



hey guys aaj me laya hu aapke liye best odia inspiration shayri ya fir aap use motivational quotes bhi keh sakte ho.dosto ye quotes bahut hi motivational hai aap ise apne friends ya family ko send kar sakte ho ya fir apne whatsapp ya facebook par status bhi rakh sakte ho so let,s get started.

top best quality odiya motivational quotes in odiya fonts

.


 *ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ,* 

*ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ ll*


*ଅଳିଆ କାଚ ଉପରେ ଯେମିତି ସୂର୍ଯ୍ଯ ଙ୍କ ଆଲୋକ ପଡେ ନାହିଁ ସେହିପରି ଖରାପ ଲୋକ ଙ୍କ ଉପରେ ଈଶ୍ବର ଙ୍କ କୃପା ରହେ ନାହିଁ ll*


*ଯେତେ ବେଳେ ପବନ ବହେ ପଂଖା ବନ୍ଦ କରିଦେଲେ ଚଳିବ କିନ୍ତୁ ଈଶ୍ବର ଙ୍କ କୃପା ମିଳିଲେ ଈଶ୍ବର ଙ୍କୁ ଭକ୍ତି କରିବା ଛାଡିବା ଅନୁଚିତ।*


 *ହୃଦୟଟା ଉତ୍ଫୁଲ୍ଲତାର କଣିକାରେ ପୁଲକିତ ହୁଏ ଯେତେବେଳେ ସନ୍ତାନ ସନ୍ତତିମାନେ ସମୟ,ସୁଯୋଗ ଓ ଉପଦେଶର ମର୍ଯ୍ୟାଦା ରଖନ୍ତି ;କିନ୍ତୁ ଆଶାର ଆକାଶରେ ଦୁଃଖର ଧୂମକେତୁ ପ୍ରତିଘାତ କରେ ଯେବେ ସେଇମାନେ ଅସତ୍ ପଥକୁ ଆପଣେଇ ପିତାମାତାଙ୍କର ସ୍ୱପ୍ନକୁ ଦିବାସ୍ୱପ୍ନ କରିଦିଅନ୍ତି ll*



keywords:-odia motivational quotes odia inspirational quotes odia motivational quote odia motivational quotes for students odia inspirational quote odia inspirational quotes images motivational quote in odia today motivational quotes today motivational quotes in tamil today motivational quotes in hindi today motivational quotes in english today's motivational quote of the day start today motivational quotes just for today motivational quotes motivational quotes for work today


 *ବିଫଳତାପିଡିତ ଅଧୈର୍ଯ୍ୟ ବ୍ୟକ୍ତିକୁ ପଦୁଟେ ଉତ୍ସାହ-ଆଶ୍ୱାସନା,ସଫଳତାର ହିମାଳୟରେ ଉତ୍ଫୁଲ୍ଲିତ ବ୍ୟକ୍ତିକୁ ଭୂୟସୀ ପ୍ରଶଂସାଠାରୁ ବହୁଗୁଣେ ମୂଲ୍ୟବାନ।*

*ଗୋଟିଏ ପରିଚୟ ହଜାର ହଜାରବନ୍ଧୁ ବନେଇ ଦେଇ ଥାଏ* 

*ଗୋଟିଏ ହସ ହଜାର ହଜାର ଦୁ୍ଃଖକୁ ଭୁଲାଇ ଦେଇଥାଏ  ଜୀବନ ରାସ୍ତାରେ ସମ୍ଭାଳି କରି ଚାଲିବ ବନ୍ଧୁ କାହିଁକି ନା ଗୋଟିଏ ଭୁଲ ହଜାର ହଜାର ସ୍ବପ୍ନକୁ ପୋଡି ପାଉଁଶରେ ପରିଣତ କରିଦିଏ ll*


*ଯାହା ପଖରେ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଥାଏ ସେ ହାରିଗଲେ ମଧ୍ୟ ଜିତିବା ସହ ସମାନ କାରଣ ଜିତିବାର ପ୍ରଥମ ପାହାଚ ହେଇଛି ହାରିବା  ll*

odiya inspiration shayri for students in odiya fonts


*ନିଜ ଯୌବନ ଓ ପଇସା ଉପରେ କେବେ ଗର୍ବ କରିବ ନାହିଁ କାହିଁକିନା ଯେଉଁ ଜିନିଷ ଗଣା ଯାଇ ପାରିବ ତାହା ନିହାତି ଶେଷ ହୋଇଯାଏ ll

*ତୁମକୁ ଯିଏ ଆଘାତ କରିଛି ସେ ଶକ୍ତିଶାଳୀ କିମ୍ବା ଦୁର୍ବଳ,ଯେବେ ଦୁର୍ବଳ  ତାକୁ କ୍ଷମା ଦିଅ ,ଯେବେ ଶକ୍ତିଶାଳୀ  ତାହାହେଲେ ତାକୁ ସହ୍ୟ କରି ଭଲ ସୁଯୋଗର ଅପେକ୍ଷା କର  ll* 


*ସବୁଠୁ ଜ୍ଞାନି ଆଉ ସବୁଠୁ ନିର୍ବୋଧ ଏହି ଦୁଇ ଜଣ କେବେ ନିଜର ମତ କେବେ ବଦଳାନ୍ତି ନାହିଁ  ll*


*ଦୁନିଆରେ ସବୁଠୁ ଶସ୍ତା ଜିନିଷ ହେଲା ଉପଦେଶ* 


*ଜଣକୁ ମାଗିଲେ ହଜାର ଦେବେ ,କିନ୍ତୁ ସବୁଠୁ ଦାମୀ ଜୀନିଷ  ହେଲା ସାହାଯ୍ୟ ,ହଜାରଙ୍କୁ ମାଗିଲେ ଜଣକ ଠାରୁ ମିଳିବା ଭାରି କଷ୍ଟ *

*ହୋସ୍ ନଥିଲେ ଜୋଶ୍ ବ୍ୟର୍ଥ । ପରୋପକାର ନକଲେ ଜୀବନ ବ୍ୟର୍ଥ ||*

odiya motivational status for facebook and whatsapp in odiya fonts



*ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ||*


*ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ||*


*ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ ।*

 *ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ ||*


*ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ |

hey guyz I hope you like this motivational lines.if you have any suggestions for me then comment below...
      

0 comments:

Post a Comment