Showing posts with label funny. Show all posts
Showing posts with label funny. Show all posts

Thursday 28 March 2019

// // Leave a Comment

odia motivational shayari||odia motivational shayari image||motivational shayari in odia 2019

odia shayri



hey guys aaj me laya hu aapke liye best odia inspiration shayri ya fir aap use motivational quotes bhi keh sakte ho.dosto ye quotes bahut hi motivational hai aap ise apne friends ya family ko send kar sakte ho ya fir apne whatsapp ya facebook par status bhi rakh sakte ho so let,s get started.

top best quality odiya motivational quotes in odiya fonts

.


 *ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ,* 

*ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ ll*


*ଅଳିଆ କାଚ ଉପରେ ଯେମିତି ସୂର୍ଯ୍ଯ ଙ୍କ ଆଲୋକ ପଡେ ନାହିଁ ସେହିପରି ଖରାପ ଲୋକ ଙ୍କ ଉପରେ ଈଶ୍ବର ଙ୍କ କୃପା ରହେ ନାହିଁ ll*


*ଯେତେ ବେଳେ ପବନ ବହେ ପଂଖା ବନ୍ଦ କରିଦେଲେ ଚଳିବ କିନ୍ତୁ ଈଶ୍ବର ଙ୍କ କୃପା ମିଳିଲେ ଈଶ୍ବର ଙ୍କୁ ଭକ୍ତି କରିବା ଛାଡିବା ଅନୁଚିତ।*


 *ହୃଦୟଟା ଉତ୍ଫୁଲ୍ଲତାର କଣିକାରେ ପୁଲକିତ ହୁଏ ଯେତେବେଳେ ସନ୍ତାନ ସନ୍ତତିମାନେ ସମୟ,ସୁଯୋଗ ଓ ଉପଦେଶର ମର୍ଯ୍ୟାଦା ରଖନ୍ତି ;କିନ୍ତୁ ଆଶାର ଆକାଶରେ ଦୁଃଖର ଧୂମକେତୁ ପ୍ରତିଘାତ କରେ ଯେବେ ସେଇମାନେ ଅସତ୍ ପଥକୁ ଆପଣେଇ ପିତାମାତାଙ୍କର ସ୍ୱପ୍ନକୁ ଦିବାସ୍ୱପ୍ନ କରିଦିଅନ୍ତି ll*



keywords:-odia motivational quotes odia inspirational quotes odia motivational quote odia motivational quotes for students odia inspirational quote odia inspirational quotes images motivational quote in odia today motivational quotes today motivational quotes in tamil today motivational quotes in hindi today motivational quotes in english today's motivational quote of the day start today motivational quotes just for today motivational quotes motivational quotes for work today


 *ବିଫଳତାପିଡିତ ଅଧୈର୍ଯ୍ୟ ବ୍ୟକ୍ତିକୁ ପଦୁଟେ ଉତ୍ସାହ-ଆଶ୍ୱାସନା,ସଫଳତାର ହିମାଳୟରେ ଉତ୍ଫୁଲ୍ଲିତ ବ୍ୟକ୍ତିକୁ ଭୂୟସୀ ପ୍ରଶଂସାଠାରୁ ବହୁଗୁଣେ ମୂଲ୍ୟବାନ।*

*ଗୋଟିଏ ପରିଚୟ ହଜାର ହଜାରବନ୍ଧୁ ବନେଇ ଦେଇ ଥାଏ* 

*ଗୋଟିଏ ହସ ହଜାର ହଜାର ଦୁ୍ଃଖକୁ ଭୁଲାଇ ଦେଇଥାଏ  ଜୀବନ ରାସ୍ତାରେ ସମ୍ଭାଳି କରି ଚାଲିବ ବନ୍ଧୁ କାହିଁକି ନା ଗୋଟିଏ ଭୁଲ ହଜାର ହଜାର ସ୍ବପ୍ନକୁ ପୋଡି ପାଉଁଶରେ ପରିଣତ କରିଦିଏ ll*


*ଯାହା ପଖରେ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଥାଏ ସେ ହାରିଗଲେ ମଧ୍ୟ ଜିତିବା ସହ ସମାନ କାରଣ ଜିତିବାର ପ୍ରଥମ ପାହାଚ ହେଇଛି ହାରିବା  ll*

odiya inspiration shayri for students in odiya fonts


*ନିଜ ଯୌବନ ଓ ପଇସା ଉପରେ କେବେ ଗର୍ବ କରିବ ନାହିଁ କାହିଁକିନା ଯେଉଁ ଜିନିଷ ଗଣା ଯାଇ ପାରିବ ତାହା ନିହାତି ଶେଷ ହୋଇଯାଏ ll

*ତୁମକୁ ଯିଏ ଆଘାତ କରିଛି ସେ ଶକ୍ତିଶାଳୀ କିମ୍ବା ଦୁର୍ବଳ,ଯେବେ ଦୁର୍ବଳ  ତାକୁ କ୍ଷମା ଦିଅ ,ଯେବେ ଶକ୍ତିଶାଳୀ  ତାହାହେଲେ ତାକୁ ସହ୍ୟ କରି ଭଲ ସୁଯୋଗର ଅପେକ୍ଷା କର  ll* 


*ସବୁଠୁ ଜ୍ଞାନି ଆଉ ସବୁଠୁ ନିର୍ବୋଧ ଏହି ଦୁଇ ଜଣ କେବେ ନିଜର ମତ କେବେ ବଦଳାନ୍ତି ନାହିଁ  ll*


*ଦୁନିଆରେ ସବୁଠୁ ଶସ୍ତା ଜିନିଷ ହେଲା ଉପଦେଶ* 


*ଜଣକୁ ମାଗିଲେ ହଜାର ଦେବେ ,କିନ୍ତୁ ସବୁଠୁ ଦାମୀ ଜୀନିଷ  ହେଲା ସାହାଯ୍ୟ ,ହଜାରଙ୍କୁ ମାଗିଲେ ଜଣକ ଠାରୁ ମିଳିବା ଭାରି କଷ୍ଟ *

*ହୋସ୍ ନଥିଲେ ଜୋଶ୍ ବ୍ୟର୍ଥ । ପରୋପକାର ନକଲେ ଜୀବନ ବ୍ୟର୍ଥ ||*

odiya motivational status for facebook and whatsapp in odiya fonts



*ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ||*


*ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ||*


*ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ ।*

 *ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ ||*


*ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ |

hey guyz I hope you like this motivational lines.if you have any suggestions for me then comment below...
      
Read More

Wednesday 27 March 2019

// // Leave a Comment

Top Best Odiya Funny Jokes||Odiya Jatra Jokes||ଓଡ଼ିଆ ହସ କଥା


Hello dosto namaskar swagat hai aapka hamare odiya blog "khantiodiya" me Dosto aaj laya hu me aapke liye top odiya jokes wo bhi odiya font me Jo ki aapko bahot pasand aayenge and aap is jokes ko copy kar ke WhatsApp aur Facebook par bhi share kar sakte hai.


odiya funny jokes
odiya funny jokes

Top odiya jokes and SMS for WhatsApp In odiya fonts


ଗୋବିନ୍ଦ ଚୁଲି ଉପରେ ନିଜର ପେଟ ରଖି ଉସୁମ୍ କରୁଥିଲା | ତାକୁ ତା ଭାଇ ପଚାରିଲା କଣ ହେଲା ? ଗୋବିନ୍ଦ କହିଲା- ମୋତେ ଡାକ୍ତର ଗରମ୍ ପାଣିରେ ଔଷଧ ଖାଇବାକୁ ଦେଇଥିଲେ |  କିନ୍ତୁ ମୋର ମନେ ନଥିଲା | ସେଥିପାଇଁ ମୁଁ ମୋର ପେଟକୁ ଗରମ କରୁଛି |😂😂

ଶିକ୍ଷକ –ତୁମ ବାପାଙ୍କ ନାମ କ ‘ଣ ? ପିଲାଟି କହିଲା – ଏ ପର୍ଯ୍ୟନ୍ତ ତାଂକ ନାମ ରଖା ହୋଇନି | ତେଣୁ ମୁଁ  ତାଂକୁ  ସ୍ନେହରେ କେବଳ ବାପା ବୋଲି ଡାକୁଛି |😂😂

Odiya jokes for whatsapp


ରାମ – ଆଇ ଲଭ ୟୁ ର ଅର୍ଥ କ ‘ଣ ? ରିତା – ମୁଁ  ତୁମକୁ ଭଲ ପାଏ | ରାମ – ମୁଁ  ତତେ ଗୋଟେ କ ‘ଣ ପଚାରିଦେଲୀ ଯେ ତୁ ମତେ ଭଲ ପାଇ ବସିଲୁ !!😂😂

ମନୁ - ଆଜି ମୋ ଭାଇ ମୋତେ ମାରିଲା | ବନ୍ଧୁ –କାହିଁକି ? ମନୁ –ମୋର କିଛି ଦୋସ ନାହିଁ | ମୁଁ ଖାଲି ତାକୁ ଏତିକି ପଚାରିଦେଲୀ କେମିନେ ଫିଲ୍ମ୍ ଦେଖିବାକୁ ହଲକୁ ଯାଉଛୁ କାହିଁକି ?ଘରେ ବସି ବ୍ଲୁ ଫିଲ୍ମ୍ ଦେଖିଲେ କ ‘ଣ ଚାଲିବନୀ...!😂😂


କାଳିଆ ଗୋଟିଏ ଝିଅକୁ ପ୍ରେମ ନିବେଦନ କରିବାରୁ ସେ କହିଲା –ମୁଁ ପରା  ତୁମ ଠାରୁ ବର୍ଷେ  ବଡ |ତୁମ ଉପର କ୍ଲାସ୍ ରେ ପଢୁଚି |ତୁମେ ମତେ ପ୍ରେମ କରିବା ଠିକ ହେବନାହିଁ |     ଏକଥା ସୁଣୀ , କାଳିଆ କହିଲା –ଠିକ ଅଛି |ମୁଁ ଆର ବର୍ଷ ଯାଏଁ ଅପେକ୍ଷା କରିବି |😂😂

Hasi hasi gadi gala odia jokes


ଦୁର୍ଘଟଣାରେ ଜଣେ ହାତ ହରାଇଥିବା ଲୋକ ଦୁର୍ଘଟଣା ସ୍ତଳରେ ବସି ଖୁବ୍ ଯୋରରେ କାନ୍ଦୁ ଥାନ୍ତି | ତାଂକୁ ବୋଧ ଦେବାକୁ ଯାଇ ଦିପୁ କହିଲା – କାନ୍ଦ ନାହିଁ | ତୁମର ତ ଖାଲି ଗୋଟେ ହାତ କଟିଯାଇଛି | କିନ୍ତୁ ସେପଟେ ଦେଖ | ସେ ଲୋକଟିର ମୁଣ୍ଡ କଟି ଯାଇଥିଲେ ବି ସେ ଟିକିଏ ବି କାନ୍ଦୁନାହିଁ | ସେମିତି ପଡିରହିଛି |😂😂

ଗୋବିନ୍ଦ ଚୁଲି ଉପରେ ନିଜର ପେଟ ରଖି ଉସୁମ୍ କରୁଥିଲା | ତାକୁ ତା ଭାଇ ପଚାରିଲା କଣ ହେଲା ? ଗୋବିନ୍ଦ କହିଲା- ମୋତେ ଡାକ୍ତର ଗରମ୍ ପାଣିରେ ଔଷଧ ଖାଇବାକୁ ଦେଇଥିଲେ |  କିନ୍ତୁ ମୋର ମନେ ନଥିଲା | ସେଥିପାଇଁ ମୁଁ ମୋର ପେଟକୁ ଗରମ କରୁଛି |😂😂


Top class odiya funny jokes in odiya font


ବୟଫ୍ରେଣ୍ଡ୍ –ଦେଖିଲ ଦେଖିଲ ମୋ ଅଖିରେ ତୁମକୁ କ ‘ଣ ଦେଖାଯାଉଛି ? ଗାର୍ଲ୍ ଫ୍ରେଣ୍ଡ୍ – ଜାଣୁ, ପ୍ରକୃତ ଭାଲପାଇବା  ଦେଖାଯାଉଛି |  ବୟଫ୍ରେଣ୍ଡ୍- ଆଲୋ ତୁ ଭଲ ପାଇବା  ପଛରେ ଦେଖିବୁ | ଅଗ ଦେଖେ  ମୋ ଆଖିରେ ଗୋଟେ କ’ଣ ପଡିଛି |......!!!😂😂

ହରିଆ – ମୋର ବିବାହ ହେଇପାରୁନି  କାହିଁକି ? ଯୋତିସ୍ –କାରଣ, ତୁମ ଜାତକରେ ଓ କୁଣ୍ଡଳିରେ କେବଳ ସୁଖ ହୀ ସୁଖ ଲେଖାଯାଇଛି |😂😂

ହରି ପଚାରିଲା ଗୋବିନ୍ଦ ତମେ ରାମ କୁ କାହିଁକି ମାରିଲ ?  ଗୋବିନ୍ଦ କହିଲା କାରଣ ସେ ମୋତେ ପଚାରିଲା, ଖାଇ ସରିଲାଣି କି ? ହରି –ଏଥିରେ ରାଗିବାର କ’ଣ ଅଛି ? ଗୋବିନ୍ଦ –ସେ ଏକଥା ପଚାରିଲା ବେଳେ ମୁଁ ପାଇଖାନା ଭିତରେ ଥିଲି |😂😂

Best funny jokes in odiya


ଦୃଘଟଣ ହୋଇ ପଡିଥିବା କାର୍  ଟିକୁ ଦେଖି ପୋଲିସ୍ ପଚାରିଲେ-ତୁମ କାର୍ ର ଆକସିଦେଂଟ୍ କେମିତି ହେଲା ? ଲୋକଟି କହିଲା –ମୁଁ କେମିତି ଜାଣିବି ସାର୍ ! ମୁଁ ପରା ସେତେବେଳେ ନିଦରେ ସୋଇ ପଡ଼ିଥିଲି |😂😂

ହଟାତ୍ ଦୌଡି ଆସି ପପୁ କହିଲା- ଆଜିକାଲି ସ୍ତ୍ରୀ ଲୋକଂକୁ ଜମାରୁ ବିଶ୍ବାସ କରିବା ଉଚିତ୍ ନୁହେଁ | ପପୁ ର ବାପା - କାହିଁକି ? କ’ଣ ହେଲା କି ? ପପୁ କହିଲା – କାଲି ଆମ ମିସ୍ କହୁଥିଲେ କି ତିନିରେ ତିନି ମିସିଲେ ଛଅ | କିନ୍ତୁ ଆଜି କହିଲେ ଚାରି ରେ ଦୁଇ ମିସିଲେ ଛଅ !!😂😂

ଦିନେ କ୍ଲାସ୍ ରୁମରେ ଶିକ୍ଷକ ପାଠ ପଢ଼ଉ ଥିବା ବେଳେ ପଚାରିଲେ ପିଲେ କହିଲ – ଆମେ ସବ୍ଦ ପ୍ରଦୁସଣ କିପରି ରୋକିପାରିବା  ? ମୁନା କହିଲା-ଆମେ ତୁରନ୍ତ କାନ ବନ୍ଦ କରିଦେବ ଉଚିତ୍ | 😂😂

Odiya anabana jokes 

ଅଜୟ ବାବୁ ତାଂକ  ମିତ୍ରକୁ  କହିଲେ-ମୋ ପୁଅ ଚତାପଟ୍ ଇଂଲିଶ୍ କହେ | ମିତ୍ର୍ –ପୁଅ ଇଂଲିଶ୍ କହିଲୁ | ପୁଅ- ଇଂଲିଶ୍, ଇଂଲିଶ୍, ଇଂଲିଶ୍ 😂😂


ଅଧ୍ୟାପକ ପଚାରିଲେ- ପ୍ରେମ ଓ ଭଲ ପାଇବା ଭିତରେ ଫରକ୍ କ’ଣ କହିଲ ପିଲେ ? ପିଲା ମାନଂକ ଭିତରୁ ଜଣେ କହିଲା ସାର୍, ଆପଣ ନିଜ ଝିଅକୁ ଭଲ ପାଇଲେ ତାକୁ ଭଲ ପାଇବା କୁହାଯିବ | କିନ୍ତୁ ମୁଁ ଆପନଂକ ଝିଅକୁ ଭଲ ପାଇଲେ ତାକୁ ପ୍ରେମ  କୁହାଯିବ |     😂😂


ଗୋଟେ ବାଇକ ରେ ବସି ତିନି ଜଣ ଯାଉଥିବାରୁ ବାଟରେ ଟ୍ରାଫିକ ପୋଲିସ ସେମନଂକୁ ହାତ ଦେଖାଇ ଅଟକାଇଲା | ଗାଡି ନରଖି ବାଇକ ଚାଳକ କହିଲା- ଆମେ ପରା ଗାଡିରେ ୩ ଜଣ ବସିଛୁ | ପୁଣି ହାତ ଦେଖାଉଚ  କାହିଁକି ? ଆଉ ଜାଗା ନାହିଁ |😂😂


Odiya jatra jokes in odiya font

ଶିକ୍ଷକ ପପୁ କୁ ତାର ପ୍ରିୟ ଲେଖକ କିଏ ବୋଲି ପଚାରିବାରୁ ସେ କହିଲା- ସାର୍, ତମ ଝିଅ | ଶିକ୍ଷକ ପଚାରିଲେ- କାହିଁକି ? ପପୁ କହିଲା- ସେ ମୋତେ ଯେଉଁ ପ୍ରେମ ପତ୍ର ଲେଖିକରି ଦିଏ, ତାହା ମୋତେ ଭାରୀ ଭଲ ଲାଗେ |😂😂

ରାକେଶ୍ କହିଲା- ଅରେ ବବୁ ମୁଁ ସୁଣୀଲି ପ୍ରିୟା  ସହ ତୋର ନିର୍ବନ୍ଧ ଭାଁଗୀଗଲା ! ବବୁ କହିଲା- ହଁ | ଆମ ପରିବାର ଲୋକ ଗରିବ ବୋଲି ସେ ମୋତେ ପସନ୍ଦ କଲାନି | ରାକେଶ୍ କହିଲା- ତୁ ତାକୁ କହିଲୁନି, ତୋ ଦାଦା ଜଣେ କୋଟିପତି !  ବବୁ କହିଲା- ହଁ ସେ କଥା ତାକୁ କହିବାରୁ ସେ ଏବେ ମୋର ଖୁଡି ହୋଇଛି |😁😂😂


ଗୋଟେ ପିଲାର ପରିଚୟ ଜାଣିବା ପାଇଁ ଶିକ୍ଷକ ପଚାରିଲେ- ତମ ନାଁ କଣ ? ଆଉ ତମେ କେଉଁ ପରିବାରରୁ ଅସିଛ ? ପିଲାଟି କହିଲା- ସାର୍ ମୋ ନାଁ ରାମ, ମୁଁ ପଶୁ ପରିବାରରୁ ଆସିଛି | ଶିକ୍ଷକ  କହିଲେ- କେମିତି ? ରାମ କହିଲା- ସାର୍ ମୋ ବାପା, ଘୋଡା କହନ୍ତି | ମା, ଗଧ କହେ | ଜେଜେ  ବାଘଛୁଆ ଡାକନ୍ତି | ଆଉ ଜେଜେମା, ମାଂକଡ ଡାକେ |😄😃🤣


Odiya girls boys jokes

ସ୍ବାମୀ ପଚାରିଲେ ସ୍ତ୍ରୀ କୁ, ମୁଁ ଯଦି ମରିଯାଏ ତୁମେ ଆଉ ବାହା ହେବ ? ସ୍ତ୍ରୀ କହିଲା- ନାଁ | ମୁଁ ମୋ ସାନ ଭଉଣୀ ସହ ରହିବି | କିନ୍ତୁ ଯଦି ମୁଁ ମରିଯାଏ, ତୁମେ କ’ଣ କରିବ ?  ସ୍ବାମୀ କହିଲେ- ମୁଁ ବି ତୁମ ସାନ ଭଉଣୀ ସହ ରହିବି |😂🤣🤣


ରୋଗୀ ଜଣକ ଡାକ୍ତର କୁ କହିଲେ ଆଜ୍ଞା, ମୁଁ ପୁର୍ବରୁ ଅପରେସନ୍ ହୋଇନାହିଁ | ଏଇଟା ମୋର ପ୍ରଥମ | ଟିକିଏ ଧ୍ୟାନରେ ଆଉ ଜତନରେ କରିବେ | ମତେ ଡର ଲାଗୁଛି |ଡାକ୍ତର କହିଲେ- ଏଇଟା ବି ମୋର ପ୍ରଥମ ଅପରେସନ୍ ମୁଁ ତ ଡରୁନାହିଁ |🤣😂😁


ଅଟୋବାଲା କହିଲା- କ୍ଷମା କରିବେ ଆଜ୍ଞା | ଅଟୋ start କରିବା ପୁର୍ବରୁ ମିଟର ଅନ କରିବାକୁ ମୁଁ ଭୁଲିଯାଇଥିଲି | ଯାତ୍ରୀ ଜଣକ କହିଲେ କିଛି ଅସୁବିଧା ନାହିଁ | ମୁଁ ବି ଘରେ ପର୍ସ୍ ଟା ଛାଡି ଦେଇଛି |🤣😃😂😁

Odiya jokes images download


ରାମ ତା ସାଂଗ  ହରି କୁ ପଚାରିଲା- ଯଦି ଭଉଣୀ ର ସାଂଗ ଭଉଣୀ ହୋଇପାରୁଛି, ଭାଇର ସାଂଗ ଭାଇ ହୋଇପାରୁଛି, ତେବେ ସ୍ତ୍ରୀ ର ସାଂଗ ସ୍ତ୍ରୀ ହୋଇପାରୁନି କାହିଁକି ? ହରି କହିଲା- କିଏ କହିଲା ହୋଇପାରିବ ନାହିଁ | ତୋ ସ୍ତ୍ରୀ ମୋ ସ୍ତ୍ରୀ ଦୁଇ ସାଂଗ | ସେଥିପାଇଁ ତୋ ସ୍ତ୍ରୀକୁ ମୁଁ  ମୋ ସ୍ତ୍ରୀ ପରି ଦେଖେ....!!!!!🤣😃😂😁

ବସ୍ କୁ ଅପେକ୍ଷା କରିଥିବା ଜଣେ ସୁନ୍ଦରୀ ଝିଅକୁ ଦେଖି ଜଣେ ଯୁବକ କମେଂଟ୍ ମାରୀ କହିଲା- କଥା କ’ଣ ! ଚାନ୍ଦ ତ ରାତିରେ ଦିଶିବା କଥା | ଆଜି ଦିନରେ ଦିସୁଛି ! ଏହାର୍ ଜବାବରେ ଝିଅଟି କହିଲା- ପେଚାମାନେ ରାତିରେ ଦିଶିବା କଥା | ଏବେ କିନ୍ତୁ ଦିନରେ ଦିସୁଛନ୍ତି ତ, ସେଥିପାଇଁ |🤣😃😂


ଶିକ୍ଷକ କହିଲ ପିଲେ କୁକୁର ଲାଂଜ କାହିଁକି ହଲାଏ ? ପପୁ କହିଲା- ସାର୍, ଲାଂଜର ଏତେ ସକ୍ତି ନଥାଏ ଯେ, ସେ କୁକୁର କୁ ହଲାଇ ପାରିବ | ତେଣୁ କୁକୁର ଲାଂଜକୁ ହଲାଏ | ଏଥିରେ ବୁଝିବାର୍ କ’ଣ ଅଛି...!🤣😃😂


Top 100 odiya jokes collection

ସ୍ବାମୀ ମାଛି ମାରୁଥିବର ଦେଖି ସ୍ତ୍ରୀ ପଚାରିଲେ କେତେଟା ମାରିଲ ? ସ୍ବାମୀ କହିଲେ- ୩ଟା ଅଂଡିରା ଓ ୨ଟା ମାଈ | ସ୍ତ୍ରୀ- ତମେ କେମିତି ଜାଣିଲ ? ସ୍ବମୀ – ୩ଟା ମୋ ମଦ ବୋତଲ ଉପରେ ଓ ୨ଟା ତମ ଭ୍ୟନୀଟି ଉପରେ ବସିଥିଲେ |🤣😃😂

ରାମ ବାବୁ ଗୋଟିଏ  morden art ଗ୍ୟାଲେରି କୁ ଯାଇ ସେଠାରେ ଗୋଟିଏ ଚିତ୍ରକୁ ଦେଖି କହିଲେ- ଏହି ବିକୃତ ଦେଖାଯାଉଥିବା ଚିତ୍ରଟା କ’ଣ morden art !  ଏକଥା ସୁଣୀ ଗ୍ୟାଲେରିର ମଲିକ୍ କହିଲେ- ଏଇଟା ଗୋଟେ ଦରପଣ | ଏଥିରେ ତମ ମୁହଁ ଦେଖାଯାଉଛି....!!!🤣😃🤣😂


ଶିକ୍ଷକ ମିଲୁ କୁ ମାନଚିତ୍ରରୁ ଭାରତ ଖୋଜିବା ପାଇଁ କହିବାରୁ ସେ ତୁରନ୍ତ ଖୋଜି ଦେଲା | ଖୁସି ହୋଇ ସାର୍, କହିଲେ- ଏଥର କହିଲୁ, ଭାରତ କିଏ ଆବିସ୍କାର କରିଥିଲେ ? ମିଲୁ ଖୁବ୍ ଖୁସି ହୋଇ କହିଲା- ଏବେ ପରା ମୁଁ ଭାରତ ଆବିସ୍କାର କଲି | 😂🤣🤣


ପପୁ କୁ ତାର ମାଆ କହିଲେ- ପରୀକ୍ଷା ଆସି ମୁଣ୍ଡ ଉପରେ ହେଲାଣି ତୋର ଟିକେ ବି ଚିନ୍ତା ନାହିଁ |      ପପୁ କହିଲା- କାଲି ପରା  ବୈଦ କହିଲେ- ଲୁଣ ଖାଏ ହାଣ୍ଡି  ଓ ଚିନ୍ତା ଖାଏ ଗଣ୍ଡି | ସେଥିପାଇଁ ମୁଁ ଚିନ୍ତା ମୁକ୍ତ ହେବାକୁ  ପାଠପଢା ଛାଡିଦେଇଛି |😂🤣😂

Balunga toka odiya jokes

 ରାଜୁ ମେଡିକାଲ୍ ରେ  ଥିଲା | ଗୋଟେ ସୁନ୍ଦରୀ ନର୍ସ କୁ ଦେଖି କହିଲା-  i love u sister. ତମେ ମୋର ହୃଦୟ ଚୋରୀ କରି ନେଇଚ | ନର୍ସ ଲାଜେଇକୀ କହିଲା- ମିଛୁଆ କୋଇଠିକାର ! ଆମେ ପରା ତମ କିଡିନ୍ ଚୋରୀ କରି ନେଇଚୁ | 🤣😂


ହୋଟେଲ୍ ମ୍ୟାନେଜରକୁ ଦେଖାକରି ଗ୍ରାହକ କହିଲେ-ମୋତେ ତମ ହୋଟେଲ କୁ ତିନି ଦିନ ଆଗରୁ ଆସିବାର ଥିଲା | ଖୁସି ହୋଇ ମ୍ୟାନେଜର କହିଲେ- ସବୁ ଆପଣ କର କୃପା | ସେଉଠୁ ଗ୍ରାହକ କହିଲେ- ଖୁସିହେବାର କିଛି ନାହିଁ | ମୋ କହିବାର କାରଣ ହେଲା, ଯେଉଁ ଖାଦ୍ୟ ମୁଁ ଏବେ ଖାଇଲି ହୁଏତ ତିନି ଦିନ ତଳେ ଖାଇଥିଲେ ସତେଜ ଥା’ନ୍ତା |🤣😃😂

Odiya local toka love jokes


ମାଆ ରାଜା କୁ  ବାପାଂକ ଚିଠିର ଜବାବ କାହିଁକି ଦେଲୁନାହିଁ ବୋଲି ପଚାରିବାରୁ ସେ କହିଲା- ତୁମେ ପରା କହିଥିଲ, ବଡ ଲୋକଂକୁ ଜବାବ ଦେବା ଅନୁଚିତ୍ |😃🤣


ସାହୁକାର ବିରକ୍ତ ହୋଇ କହିଲା- ତୁମେ ଆଜି ଜାଏ ସୁଧ ପଇସା ଦେଲା ନାହିଁ | ସୁଧ କଥା ଛାଡ ଏବେ ମୁଳରୁ ବି ଅଧେ ଛାଡିବାକୁ ପ୍ରସ୍ତୁତ ଅଛି | ଏକଥା ସୁଣୀ ରୁଣନେଇଥିବା ଲୋକଟି କହିଲା- ବାକି ଅଧକ ଭୁଲି ଯିବାକୁ ମୁଁ ବି ପ୍ରସ୍ତୁତ ଅଛି |😃🤣😂

ପପୁ ପଚାରିଲା- ପରୀକ୍ଷା ଖାତାର ପ୍ରଥମ pageରେ ମୁଁ  କଣ ଲେଖିବି ? ରାକେଶ୍ କହିଲା- ଲେଖିବୁ, ଏଥିରେ ଲେଖାଯାଇଥିବା ସମସ୍ତ ଉତର କାଲ୍ପନିକ ଅଟେ | କୌଣସି ପଢାବହି ସହ ଏହାର କିଛି ହେଲେ ସଂପର୍କ ନାହିଁ |🤣😃

Odiya jokes images download

ଦିପୁ ୨୦ ମିନିଟ୍ ଧରି କାନରେ ମୋବାଇଲ୍ ଲଗାଇ ବସିଥିବାରୁ ବିରକ୍ତ ହୋଇ ରାମ ପଚାରିଲା- କଥା କହୁନୁ କାହିଁକି ? ସେଉଠୁ ଦିପୁ କହିଲା-ଆରପଟୁ ମୋ ସ୍ତ୍ରୀ ଖାଲି କହୁଛି | ଆଉ ମୁଁ ଶୁଣୁଛି ! କହିବାକୁ ସୁଯୋଗ କୋଉଠି ମିଳୁଛି ଯେ, ମୁଁ କହିବି |     🤣🤣😂

girls hostel ପାଚେରୀ ଦେଇଁଲେ ଥରକୁ ଶହେ, ଦି ’ଥରକୁ ୨ଶହ ଓ ତିନି ଥରକୁ ୫ଶହ ଟ’କା ଫାଇନ୍ ପଡିବ ବୋଲି ପୋଲିସ୍ କହିଲେ | ଏକଥା ରାଜ ସୁଣୀ ପଚାରିଲା- ଆଜ୍ଞା, ମାସିକିଆ କେତେ ପଡିବ ? 🤣😂😂


Odiya guruji funny jokes

ଥରେ ଗୋଟେ ଲୋକ ଖବର କାଗଜ ଅଫିସ୍ କୁ ଯାଇ ତାର ମୃତ ପିତାଂକ ର ଶ୍ରଧାଂଜଳି ବିଜ୍ଞାପନ ପ୍ରକଶ କରିବାକୁ କେତେ ପଇସା ଲାଗିବ ବୋଲି ପଚାରିଲା | କର୍ମଚାରୀ କହିଲେ- ସାର୍, ପ୍ରତି ସେ.ମି କୁ ୪୨୦ ଟନକା  ଲାଗିବ | ଏକଥା ଶୁଣି ଲୋକଟି କହିଲା- ଅରେ ମୁଁ ତ ସର୍ବ ହରା ହୋଇଯିବି | କାରଣ, ମୋ ବାପା ୧୮୨ ସେ.ମି ଲମ୍ବା ଥିଲେ |🤣😂😂

ସିଧୁ ପଚାରିଲା- ସ୍ତ୍ରୀ ର ବାପା କୁ ଶଶୁର କୁହାଯାଏ | ହେଲେ ପ୍ରେମିକାର ବାପାକୁ କଣ କୁହାଯାଏ ? ଅଜୟ କହିଲା- ବାହାଘର ପାଇଁ ରାଜିହେଲେ ପ୍ରେମିକାର ବାପା କୁ ଶଶୁର କୁହାଯାଏ | ନହେଲେ ଅସୁର ବୋଲି ଡାକନ୍ତି |
🤣😂😂

ଶୀଘ୍ର ଲସି ଦେ , ଲଢେଇ ହେବାର ଅଛି  ଗୋପାଳ କହିଲା ଓ ଦୋକାନୀ ଠୁ ଲଗIତର ଭାବେ ଚାରି ଗ୍ଲାସ୍ ପିଇଲା | କିନ୍ତୁ ଦୋକାନୀ ପଚାରିଲା ଲଢେଇ କେତେବେଳେ ହବ ? ଗୋପାଲ କହିଲା- ତୁ ଯେତେବେଳେ ପଇସା ମଗିବୁ |😃🤣😂

ଚୋରଟିକୁ ଜଜ୍ ପଚାରିଲେ ତୁମେ କାହିଁକି କାର୍ ଚୋରିକଲ ? ଚୋର କହିଲା- ଆଜ୍ଞା ମୋର ଗୋଟିଏ କାର୍ ଦରକାର ଥିଲା | ଭାଗବାନଂକୁ ବହୁତ ପ୍ରଥନା କଲାପରେ କାର ମିଳିଲା ନାହିଁ | ତେଣୁ ଭାବିଲି ଭଗବାନ ବୋଧେ ମୋତେ ଚୋରୀ କରି କାର୍ ଚଢିବାକୁ ଚାହୁଁଛନ୍ତି | ସେଥିପାଇଁ କାର୍ ଚୋରୀ କରିବା ସହ ଭଗବାନଂକୁ କ୍ଷମା ମଧ୍ୟ ମାଗିନେଇଛି |😃🤣😂

Funny best odiya font jokes

ହରି ତା ସାଂଗ କୁ କହିଲା- ଆରେ ସାଂଗ ଆମେ ବାହା ହେବାନି | କାରଣ ବାହା ହେଲେ ବହୁତ ଅସୁବିଧା | ଆମେ ବାହା ହେବାନି କି, ଆମ ପୁଅ ଝିଅଂକୁ ମଧ୍ୟ ବାହା ହେବାକୁ ଦେବାନି |🤣😂😂


  ସମଜସେବୀ ରାମବାବୁ କୁ  କହିଲେ- ଆଜ୍ଞା ଅIମେ ଗୋଟେ ଅନାଥ ଆଶ୍ରମ ଖୋଲୁଛୁ | ଆପଣ କିଛି  ସାହାଯ୍ୟକରନ୍ତୁ  | ରାମ ବାବୁ କହିଲେ ଖୁବ୍ ଭଲ କଥା | ମୁଁ ତୁମକୁ  ସାହାଯ୍ୟ କରି ସେଠାକୁ ମୋ ଚାରିପୁଅକୁ ରହିବାକୁ ଛାଡିବି |😃😂😂


Odiya school jokes in odia


ଭିକାରୀ କହିଲା – ବାବୁ ଆପନଂକ ପଡୋଶୀ ମୋତେ ପେଟଭରୀ ଖାଇବାକୁ ଦେଲେ | ଆପଣ କିଛି ଦିଅନ୍ତୁ | ବାବୁ କହିଲେ – ହଉ ଏ ହଜମଲା ନେ | ଯାହା ଖାଇଚୁ ସବୁ ହଜମ ହେଇଯିବ |😃🤣😂

I hope friends aap sabko hamara odia jokes collection achha laga hoga.agar aapke pass koi jokes hai to aap hame comments me de sakte hai.


Keywords:-odia jokes sms
odia jokes images
odia jokes comedy
odia jokes guruji
odia jokes shayari
odia jokes videos
odia jokes new
odia jokes in english
odia jokes app
odia jokes audio
odia jokes and comedy
odia jokes apk
odia jokes android app
odia anabana jokes
odia anabana jokes images
odia all jokes
odia jokes book pdf
odia jokes book
odia jukebox
odia jukebox song
odia best jokes
odia bedha jokes
odia brahmanandam jokes
odia santa banta jokes images
odia jokes com
odia jokes comment
odia jokes cartoon
odia comedy jokes image
odia comedy jokes jojo
odia cartoon jokes video
odia comedy jokes sms
odia jokes download
odia jokes duniya
odia jokes double meaning
odia jokes dhamaka
odia dirty jokes
odia desi jokes
odia desia jokes
odia jokes image download
odia jokes funny
odia jokes for friends
odia jokes for whatsapp
odia jokes for students
odia jokes for facebook
odia jokes film
odia jokes for gf
odia jokes fb page
odia jokes gujarati
odia jokes gapa
odia joke gaali
odia joke gali
odia joke gali wala
odia joke gali video
odia joke gaali wali
odia jokes hasa katha
odia jokes husband wife
odia jokes hd image
odia jokes hd
odia jokes hindi
odia jokes hd video
odia jokes hd pic
odia hasa jokes
odia jokes image hd
odia jokes.in
odia jokes in hindi
odia jokes in facebook
odia funny jokes image
odia jokes jojo comedy
odia jatra jokes
odia jokes jokes comedy
odia jokes jokes
odia jokes kanpuriya jokes
odia jokes katha
odia khati jokes
khanti odia jokes
koraputia odia jokes
odia jokes love
odia jokes lyrics
odia language jokes
odia long jokes
odia love jokes photo
odia language jokes video
odia funny love jokes
odia local toka love jokes
odia jokes message
odia jokes movie
odia jokes mp3
odia jokes mp3 download
odia jokes meme
odia masti jokes
odia math jokes
odia jokes non veg
odia new jokes image
odia negative jokes
odia new jokes video
odia new jokes photo
odia new jokes comedy
odia new jokes download
odia jokes on wife
odia jokes on facebook
odia jokes on politics
odia opera jokes
odia jokes in odia language
jokes on odia
only odia jokes
odia jokes pic
odia jokes photos
odia jokes pdf
odia jokes photo download
odia jokes picture
odia jokes pdf download
odia jokes papu
odia political jokes
odia jokes question image
odia jokes quotes
odia jokes question
odia funny jokes question
odia jokes read
odia romantic jokes
odia jokes story
odia jokes song
odia jokes song video
odia sambalpuri jokes
odia short jokes
odia sambalpuri jokes video
odia jokes telugu
odia jokes text
odia troll jokes
odia troll jokes image
odia tom jokes
odia jokes youtube
odia talking tom jokes
top odia jokes
odia jokes video
odia jokes video download
odia jokes video song
odia funny jokes video
odia funny jokes video download
odia jokes wallpaper
odia jokes with image
odia jokes writing
odia jokes with video
odia whatsapp jokes
odia whatsapp jokes image
odia whatsapp jokes video
odia comedy jokes youtube
odia new year jokes
odia jokes 2018
odia jokes 2017
odia jokes image 2018
odia fb comment jokes 2015
Read More