Showing posts with label love. Show all posts
Showing posts with label love. Show all posts

Thursday 28 March 2019

// // Leave a Comment

odia motivational shayari||odia motivational shayari image||motivational shayari in odia 2019

odia shayri



hey guys aaj me laya hu aapke liye best odia inspiration shayri ya fir aap use motivational quotes bhi keh sakte ho.dosto ye quotes bahut hi motivational hai aap ise apne friends ya family ko send kar sakte ho ya fir apne whatsapp ya facebook par status bhi rakh sakte ho so let,s get started.

top best quality odiya motivational quotes in odiya fonts

.


 *ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ,* 

*ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ ll*


*ଅଳିଆ କାଚ ଉପରେ ଯେମିତି ସୂର୍ଯ୍ଯ ଙ୍କ ଆଲୋକ ପଡେ ନାହିଁ ସେହିପରି ଖରାପ ଲୋକ ଙ୍କ ଉପରେ ଈଶ୍ବର ଙ୍କ କୃପା ରହେ ନାହିଁ ll*


*ଯେତେ ବେଳେ ପବନ ବହେ ପଂଖା ବନ୍ଦ କରିଦେଲେ ଚଳିବ କିନ୍ତୁ ଈଶ୍ବର ଙ୍କ କୃପା ମିଳିଲେ ଈଶ୍ବର ଙ୍କୁ ଭକ୍ତି କରିବା ଛାଡିବା ଅନୁଚିତ।*


 *ହୃଦୟଟା ଉତ୍ଫୁଲ୍ଲତାର କଣିକାରେ ପୁଲକିତ ହୁଏ ଯେତେବେଳେ ସନ୍ତାନ ସନ୍ତତିମାନେ ସମୟ,ସୁଯୋଗ ଓ ଉପଦେଶର ମର୍ଯ୍ୟାଦା ରଖନ୍ତି ;କିନ୍ତୁ ଆଶାର ଆକାଶରେ ଦୁଃଖର ଧୂମକେତୁ ପ୍ରତିଘାତ କରେ ଯେବେ ସେଇମାନେ ଅସତ୍ ପଥକୁ ଆପଣେଇ ପିତାମାତାଙ୍କର ସ୍ୱପ୍ନକୁ ଦିବାସ୍ୱପ୍ନ କରିଦିଅନ୍ତି ll*



keywords:-odia motivational quotes odia inspirational quotes odia motivational quote odia motivational quotes for students odia inspirational quote odia inspirational quotes images motivational quote in odia today motivational quotes today motivational quotes in tamil today motivational quotes in hindi today motivational quotes in english today's motivational quote of the day start today motivational quotes just for today motivational quotes motivational quotes for work today


 *ବିଫଳତାପିଡିତ ଅଧୈର୍ଯ୍ୟ ବ୍ୟକ୍ତିକୁ ପଦୁଟେ ଉତ୍ସାହ-ଆଶ୍ୱାସନା,ସଫଳତାର ହିମାଳୟରେ ଉତ୍ଫୁଲ୍ଲିତ ବ୍ୟକ୍ତିକୁ ଭୂୟସୀ ପ୍ରଶଂସାଠାରୁ ବହୁଗୁଣେ ମୂଲ୍ୟବାନ।*

*ଗୋଟିଏ ପରିଚୟ ହଜାର ହଜାରବନ୍ଧୁ ବନେଇ ଦେଇ ଥାଏ* 

*ଗୋଟିଏ ହସ ହଜାର ହଜାର ଦୁ୍ଃଖକୁ ଭୁଲାଇ ଦେଇଥାଏ  ଜୀବନ ରାସ୍ତାରେ ସମ୍ଭାଳି କରି ଚାଲିବ ବନ୍ଧୁ କାହିଁକି ନା ଗୋଟିଏ ଭୁଲ ହଜାର ହଜାର ସ୍ବପ୍ନକୁ ପୋଡି ପାଉଁଶରେ ପରିଣତ କରିଦିଏ ll*


*ଯାହା ପଖରେ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଥାଏ ସେ ହାରିଗଲେ ମଧ୍ୟ ଜିତିବା ସହ ସମାନ କାରଣ ଜିତିବାର ପ୍ରଥମ ପାହାଚ ହେଇଛି ହାରିବା  ll*

odiya inspiration shayri for students in odiya fonts


*ନିଜ ଯୌବନ ଓ ପଇସା ଉପରେ କେବେ ଗର୍ବ କରିବ ନାହିଁ କାହିଁକିନା ଯେଉଁ ଜିନିଷ ଗଣା ଯାଇ ପାରିବ ତାହା ନିହାତି ଶେଷ ହୋଇଯାଏ ll

*ତୁମକୁ ଯିଏ ଆଘାତ କରିଛି ସେ ଶକ୍ତିଶାଳୀ କିମ୍ବା ଦୁର୍ବଳ,ଯେବେ ଦୁର୍ବଳ  ତାକୁ କ୍ଷମା ଦିଅ ,ଯେବେ ଶକ୍ତିଶାଳୀ  ତାହାହେଲେ ତାକୁ ସହ୍ୟ କରି ଭଲ ସୁଯୋଗର ଅପେକ୍ଷା କର  ll* 


*ସବୁଠୁ ଜ୍ଞାନି ଆଉ ସବୁଠୁ ନିର୍ବୋଧ ଏହି ଦୁଇ ଜଣ କେବେ ନିଜର ମତ କେବେ ବଦଳାନ୍ତି ନାହିଁ  ll*


*ଦୁନିଆରେ ସବୁଠୁ ଶସ୍ତା ଜିନିଷ ହେଲା ଉପଦେଶ* 


*ଜଣକୁ ମାଗିଲେ ହଜାର ଦେବେ ,କିନ୍ତୁ ସବୁଠୁ ଦାମୀ ଜୀନିଷ  ହେଲା ସାହାଯ୍ୟ ,ହଜାରଙ୍କୁ ମାଗିଲେ ଜଣକ ଠାରୁ ମିଳିବା ଭାରି କଷ୍ଟ *

*ହୋସ୍ ନଥିଲେ ଜୋଶ୍ ବ୍ୟର୍ଥ । ପରୋପକାର ନକଲେ ଜୀବନ ବ୍ୟର୍ଥ ||*

odiya motivational status for facebook and whatsapp in odiya fonts



*ପଥ ଅଲଗା ଅଲଗା ହୋଇଥିଲେ ମଧ୍ୟ ସବୁ ଧର୍ମର ମୂଳମନ୍ତ୍ର ଏକ ||*


*ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ||*


*ପ୍ରାଣୀ ଯେତେବେଳେ ଦୁଃଖକଷ୍ଟରେ କଲବଲ ହେଉଥିବା ବା ମରିଥିବାର ଅନ୍ୟକୁ ଦେଖେ ସେତେବେଳେ ତା ମନକୁ ବୈରାଗ୍ୟ ଗ୍ରାସ କରେ । ସେ ଭଗବାନଙ୍କୁ ମନେ ପକାଏ ।*

 *ସଂସାରକୁ ମାୟାଜାଲ ବୋଲି ବର୍ଣ୍ଣନା କରେ । ଦୁଷ୍କର୍ମ ଠାରୁ ଦୂରେଇ ରହିବାକୁ ପ୍ରତିଜ୍ଞା କରେ । ମାତ୍ର କିଛି କାଳ ପରେ ପୁଣି କ୍ଷଣିକ ସୁଖରେ ସବୁଭୁଲେ । ଏହା ଠିକ୍ ନୁହେଁ ||*


*ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ ଜୀବନ ବୃଥା । ଦୁର୍ନାମରୁ ଉଦ୍ଧାର ଘଟେ ନାହିଁ । ଦୁର୍ନାମରୁ ଉଦ୍ଧାର ହିଁ ମୋକ୍ଷ |

hey guyz I hope you like this motivational lines.if you have any suggestions for me then comment below...
      
Read More

Tuesday 26 March 2019

// // Leave a Comment

Best Odia Love Shayri In Odia Font||Odia Shayri For Gf And Bf

Hello guys I am here with new article and welcome you to our blog "Khanti odia"
So friends aaj ham aapke liye laye hai best odia love shayri wo bhi odiya language me dosto ye love shayri aapko pure internet par kahi nahi milega because khanti odia ekdam original content publish karta hai.

Top best odia love shayri in odiya font

So guys ye rahe kuchh shayri Jo hamne collection kiya hai aap hi se Jo aap social media par share karte ho.aap koi bhi shayri par click karke copy kar sakte ho shayri ko.

odia shayri

Bewafa shayri in odia font


ଏକଲା ଦେଖି ମୋତେ ତୁମେ 💓 
ସେଦିନ ମାରିଲ ଫ୍ଲାଇଙ୍ଗ କିସ୍ 👩‍❤️‍💋‍👨 
ବାପା ମୋ ଭାରି ଗରମ ମିଜାଜି 💕 
ତୁମକୁ କରିଦେବେ ଦୁଇ ପିସ୍💖

ନିଜ ଛାଇ ଦେଖି ଆଖି ଲୁଚାଇ କାନ୍ଦୁଥିବ 
ଯେବେ ବି କାନ୍ଦୁଥିବ ଦୀପ ବୁଝେଇ କାନ୍ଦୁଥିବ 
ଲୋକେ ମୁହଁକୁ ଦେଖି ପଢି ନିଅନ୍ତିବୋଧେ
 କସ୍ଟ ହଉ ଥିବ ଯେବେ ସେମାନଂକ ଠାରୁ ଲୁଚି କାନ୍ଦୁଥିବ

odia love shayari


କନ୍ଟକିତ ପଥ କୁ ଆପନେଇଛି ମୁ 
ହୃଦୟକୁ ଦେଇଛି ଗୋଟେ ପଶାଣ କୁ ମୁ ଜଣା ନ ଥିଲା ପ୍ରେମର ଅନେକ ରଂଗ ନିଜ ଘର ଜାଳି ଉଜ୍ବଳ କୁ ଦେଖେ ମୁ

ନଈ ସେ ପାଖରେ ଟିକି ଘରଟିରେ ଦିଶଇ ପ୍ରେୟସୀ ମୁହିଁ ଅଭୁଲା ଅତୀତ ଭୁଲି ହୁଏ ନାହିଁ ସିଏ କି ନିଜର ନୁହେଁ.


odia love shayari and image


odia shayri love



ଯଦି ମନେ ଦମ୍ଭ ଗରବ କରି ଆସିବୁ ତୁହି, ଶେଷରେ ମୋ ଦୋଷ ନ ଦେବୁ ତୋତେ କହୁଛି ମୁହି 

ସାରା ଦୁନିଆଁରେ ସବୁ ଫୁଲ ଠାରୁ💕 ସୁନ୍ଦର ତ ହସଫୁଲ, ହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ !-💖


odia love shayari breakup


ନାରୀଙ୍କ ମାୟାରେ ବାୟା ହେବୁ ନାହିଁ 💕 ମନକୁ କରିବୁ ସ୍ଥିର,💓 ବାୟା ହେବୁ ଯଦି ନାରିଙ୍କ ମାୟରେ💖 କ୍ଷତି ହେବ ଆପଣାର 👩‍❤️‍💋‍👨

ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ କରିବା ତ ଆମେ ଫ୍ଲାଇଙ୍ଗ୍ ଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ

ଏ ମନଟା ବନ୍ଧା ତୁମରି ପାଖରେ 👩‍❤️‍💋‍👨 ମୁକୁଳୁଇ ପାରି ନାହିଁ, 💕 ତୁମଠାରୁ କିଛି ମାଗିନାହିଁ କେବେ💖 ମାଗିବାକୁ ଚାହିଁ ନାହିଁ 💓


odia love shayari bewafa


shayri odia font



ତୁଣ୍ଡରେ ଯାହା ତୁ କହୁଛୁ ସେଟା ନିଶାର ଭାଷା , ଆଇ ଲଭ୍‌ ବୋଲି କହିଲୁ ସେହିଦିନ ସହସା 

ଭଲଗତି ଯଦି ତୋହର ଅଛି ମନରେ ଭାବି , ନିଜ ଭୁଲ୍‌ ପାଇ ତୁ କ୍ଷମା ମାଗିନେବୁ ତୁ ଭାବି 

ଦୀପ ର ମନୋଲୋଭା ଆକର୍ଷଣ କୁ ନ ଜାଅ ଦୀପ ର ଜ୍ବଳନ୍ତ ରଶ୍ମି କୁ ଆଉ ନ ଦେଖ କୌଣସି ପତନ୍ଗର ଅଭିସାପ ବୋଧେ ତା ସାରା ଜୀବନ ସେମିତି ଜଳୁ ଥିବ


odia love shayari all


ଓ ମାଇ ଗଡ୍‌ ବୋଲି ସେଦିନ ଯେ ଥିଲ କହି ତୁମେ ଯେ ମୋତେ, ରଙ୍ଗ ବୋଳା ହାତ ଟେକି ମାରିଦେଇ ଧିରେ ଆଖି ତୁମେ ଯେ କେତେ ! 


odia love shayari and photo


ଯାହା ମୁଁ ମାଗିଛି ନିଜ ପାଇଁ ନୁହେଁ \n ସବୁତ ତୁମରି ପାଇଁ, \n ଆଜି ମୁଁ ହାରିଛି ଜୀବନରେ ବାଜି \n ଜାଣେ ନା ମୁଁ କାହା ପାଇଁ ।- 💓

ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର, ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହୃଦର ହାର 

ସଜା ଫୁଟା ଫୁଲ ମୁହଁଟି ତୁମର💕 ଲାଜ ଲାଜ ଭରା ହସ 💓 ଆଖିରେ ଆଖିଏ ସପନ ଲୁଚିଛି 🌺 ଭାଙ୍ଗୁଛି ସଦା ଅଳସ💖
best odia shayri



odia love shayari ama katha


ତୋତେ ମୁ ସତକ୍ର କରିଣ ଦେଲି ଏହି ପତର, ଯଦି ତୁହି ମୋ ଚିଠିକୁ ମନେ ଅବଯ୍ୟା ତୋର

ଆଜିକାଲି ଝିଅ କଥାରେ କହନ୍ତି ଅଦ୍ଭୁତ ମାୟା ତାଙ୍କରି, ଭଲ ପାଇବାରେ ମାନେକୁ ବୁଝନ୍ତି ଖେଳନା କଣ୍ଢେଇ ପରି

ତୁମରୀ ଓଠରେ ବି ମୋ ନା ଆସିଥିବ କେତେ ବାହାନାରେ ନିଜକୁ ବନ୍ଚାଇ ଥିବ ଅନ୍ୟଂକ ଠୁ ସୁନୀ କଥା ଗୁଡିକ ମୋର କଣ ତୁମକୁ ନିଜର କଥା ମନେ ପଡୁ ନ ଥିବ

ଯଦି ବି, ମୋ ଖାତା ଟିକୁ ଜାଳି ଦେଇଥିବ💓 ଜଳିବା ବେଳେ ପ୍ରତି ସବ୍ଦ ତୁମକୁ ମିନତି କରୁଥିବ👩‍❤️‍💋‍👨 ସେ ଚିତ୍କାର ତୁମ ପାସାଣ ହୃଦୟ ପର୍ଯ୍ୟନ୍ତ ପହନ୍ଚୁ ନ ଥିବ💕 ଜଳି ଗଲା ପରେ ଅବସିଷ୍ଠ ଅଂଶକୁ ଧୋଇ ଦେଇଥିବ🌺


odia love shayari all photo


ତୁମେ ପ୍ରାଣଧନ ମୋ ଜୀବନ ଧନ ତୁମେ ମୋର ଗତିମୁକ୍ତି, ତୁମରି ପ୍ରେମରେ ପ୍ରେମିକା ସାଜିଛି ଝୁରୁଛି ମୁଁ ଦିବାରାତ୍ରି !👩‍❤️‍💋‍👨

ମୋତେ ଅନ୍ଧାରରେ ରହିବାକୁ ଦିଅ💕 ମୋତେ ତମାଶା ବ୍ୟତିତ କିଛି ଭଲ ଲାଗୁନି 💖 ମୋ ଆଶାର କିରଣ ପାଇବାର ସବକ 💕 ଅଦରକାରୀ ବସ୍ତୁ ଭଳି ଆଉ ଯାର କିଛି ମାନେ ନାହି👩‍❤️‍💋‍👨

ତୁମ କଥା ପ୍ରିୟା ଯେବେ ପଡେ ମନେ, ମନ ମୋର ଯାଏ ଭରି. ସବୁ ଦିନ ତୁମେ ଆସୁଛ ସପନେ, ସ୍ବପ୍ନ ଲାଗେ ସତ ପରି.

ନିର୍ଜନ ସମୟରେ କେବେ ବହି ଟିକେ ଖୋଜୁଥିବ ପୁସ୍ତକ ମାନକ ମଧ୍ୟରେ ମୋ ଖାତା ଟିଏ ଥିବ ପ୍ରୁଷ୍ଠଆ ଓଲୋଟାଇ ଯେବେ ତାହାକୁ ଦେଖିବ ପ୍ରତି ଚିରାପ୍ରୁଷ୍ଠଆ ଗୁଡିକ ମନେ ପଦୁଥିବ


odia love shayari dhoka


best odiya shayri



ସଜା ଗୋଲାପ ଟା ବୋଧେ ସୁଖୀ ଜାଇଥିବ ଦୁଇ ପ୍ରୁଷ୍ଠଆ ମଧ୍ୟରେ ତା ସ୍ଵାସ ଦାବି ହୋଇଥିବ ତୁମକୁ ତୁମ କଥା ଚେତୀ ଦେବା ଲାଗି କେବଳ ନିଜ ଜୀବନକୁ ତିଳ ତିଳ କରି ମାରୀ ଦେଇଥିବ

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ ହତାଶା ମନକୁ ନେଇ ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ

ପ୍ରଥମ ଚିଠିରେ ତୋତେ ମୁ ମୋ ମନର କଥା, ଜଣାଇ ଦେଉଛି ହେ ସୋମ୍ୟ ମନେ କରିବୁ ଚିନ୍ତା 

ସେ ଶୁଭଲଗନ ପାଈ କେଉଦିନୁ 🌺 ଆରଭ ହୋଇଛି ସମ୍ପର୍କ 💟, ପ୍ରଗାଢ ହୋଇବ ସେ ସମ୍ପର୍କ ଦିନେ 🌻 ଜୀବନ ହୋଇବ ସାର୍ଥକ 💓


odia love shayari image download

ଦୁନିଆଁରେ ଯେତେ ବାଧା ଆସିଲେଟି ତୁମକୁ ବନିତା କରି ତୁମରି ମଥାରେ ସତୀର ସିନ୍ଦୁର ପିନ୍ଧାଇବି ହାତେ ଧରି

ପ୍ରେମ ସବୁବେଳେ ପଢିବାକୁ ଚାହେଁ କେତେ ଯେ ଅପଢା ପାଠ, ଅମାନିଆ ମନ ମାନେ ନାହିଁ ମନା ଏଡିକି ଦୁଷ୍ଟ ଅଝଟ

ଶୀତ ଚାଲିଗଲେ ବସନ୍ତ ଆସିବ 👩‍❤️‍💋‍👨 ବହିବ ମଲୟ ପବନ,💓 ବସନ୍ତ ଦିନରେ ଶୁଭ ଦିନ ଦେଖି 💖 ଧରା ହେବ ଆମ ଲଗନ !👩‍❤️‍💋‍👨

ବାପା ତୋର ଅଟେ ବିଡିଓ ଜଣେ ସେ ଅଫିସର, ତାଙ୍କଠାରୁ ତୁହି ଜନମ ହୋଇ ହେଲୁ ଲୋଫର 


odia love shayari 2018

ପ୍ରେମ କରିବାକୁ ଇଚ୍ଛା ଯଦି ଅଛି ଡାକିଆଣ ମା" ଭଉଣୀ, ତାଙ୍କ ସାଥେ ପ୍ରେମ କରିଲେ ମଜ୍ଜା ଲାଗିବ ପୁଣି 

ତୁମେ ମୋତେ ପଛେ ବିବାହ ନ ହୁଅ ଶେଷ ଦେଖା ଯିବ ଦେଇ ମୋହରି ସମାଧି ଦେଖିଯିବ ଥରେ ଆମ ଗାଁ ରାସ୍ତାକୁ ନେଇ


odia love shayari sms

ସଜା ଫୁଟା ଫୁଲ ମୁହଁଟି ତୁମର ଲାଜ ଲାଜ ଭରା ହସ ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ ନିଅ ତୁମେ ମୋତେ ଧରି ତୁମ ବିନା କେହି ନାହାଁନ୍ତି ଭରସା ତୁମେ ମୋ ପ୍ରେମ ପୂଜାରୀ

ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ 💐 କରିବା ତ ଆମେ ଫ୍ଲାଇଙ୍ଗ୍,💓 ଜୀବନର ସବୁ ସୁଖ ସପନକୁ 💐 କରିବା ଏଥର ଟ୍ରାଇଙ୍ଗ 💕


odia love shayari image

କେମିତି କେମିତି ଲାଗୁଛି ମୋତେ କଥା କି ପାଣିର ଗାର, ଯେମିତି ସେମିତି ଭାବିଲେ କି ହେବ , ବୁଝି ହୁଏ ଆଖି ଠାର,

ଲେଖୁ ଲେଖୁ ମୁତ ଲେଖି ସାରିଲିନି🌺 କେତେ ନ ଲେଖିବା କଥା,💕 କିଛିଟା ବାସ୍ତ୍ବ କିଛିଟା ସ୍ୱପ୍ନ🎭 କିଛି ବି କଥାର ନଥା !😻

ନାରୀଙ୍କ ମାୟାରେ ବାୟା ହେବୁ ନାହିଁ ମନକୁ କରିବୁ ସ୍ଥିର, ବାୟା ହେବୁ ଯଦି ନାରିଙ୍କ ମାୟରେ କ୍ଷତି ହେବ ଆପଣାର 

ଚାଲିରେ ତୁମର ପଦ୍ମ ଫୁଟେ, ହସରୁ ଝରୁଛି ମହୁ; କଥା ଟି ତୁମର କୋକିଳ କୁହ, କହି ଦିଅ ଥରେ I LOVE YOU !-👌


odia love shayari photo

ତେବେ ତୁ ଦେଖିବୁ ହେ ସୋମ୍ୟ ମୋର ଅସଲ ମୂତ୍ତି, କରେଣ୍ଟ ସାଥିରେ ଖେଳିଲେ ନିଶ୍ଚେ ଯମିବ ପ୍ରିତି

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ💓 ହତାଶା ମନକୁ ନେଇ, ଅବୁଝା ମନକୁ ବୁଝାଇବ ପ୍ରିୟ ନିବେଦନ କରେ ମୁହିଁ 💓


odia love shayari download

So friends I hope you like this if you have any odia shayri so give me in comments..
Read More